ପାରଳାଖେମୁଣ୍ଡି ରେ ଓୟୁଜେର ମହା ସମାବେଶ #ପେନସନ ଓ ସୁରକ୍ଷା ଦାବିରେ ଶୋଭାଯାତ୍ରା #ମନ୍ତ୍ରୀ କହିଲେ ସାମ୍ବାଦିକଙ୍କ ଦାୟିତ୍ବ ସରକାର ନେଇଛନ୍ତି
ପାରଳାଖେମୁଣ୍ଡି,୨୫l୮(ସଂସ୍କୃତି ମିଡ଼ିଆ )-ରାଜ୍ଯ ସରକାର ସାମ୍ବାଦିକ ଙ୍କ ଦାୟିତ୍ବ ନେଇଛନ୍ତି। ନିକଟରେ ମୁଖ୍ଯମନ୍ତ୍ରୀ ଏହି ପ୍ରତିଶ୍ରୁତି ଦେଇଛନ୍ତି। ସଂଘର ଦାବି...
