ଲୋଗୋ ପ୍ରଦର୍ଶନ କରି “ସଂସ୍କୃତି ମିଡ଼ିଆ” କୁ ଶୁଭେଚ୍ଛା ଜଣାଉଛନ୍ତି ପୂର୍ବତନ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ
“ସଂସ୍କୃତି ମିଡ଼ିଆ ” ଲୋଗୋ ପ୍ରଦର୍ଶନ କରି ଅତାବିରା ପୂର୍ବତନ ବିଧାୟକ ନିହାର ରଞ୍ଜନ ମହାନନ୍ଦ କହିଛନ୍ତି ଯେ, ସଂସ୍କୃତି ମିଡ଼ିଆ ତାର ନିଉଜ କୁ ସତ୍ୟଂ ଶିବଂ ସୁନ୍ଦରମ ଭାବେ ନିଶ୍ଚୟ ଅଗ୍ରଗତି କରିବ l ତାଙ୍କ ଦ୍ୱାରା ପ୍ରଦର୍ଶନ ପରେ ବାବା ବିଶ୍ୱେଶ୍ୱରଙ୍କ ଅପାର କରୁଣାରୁ ମିଡ଼ିଆ କ୍ଷେତ୍ରରେ ଅପହଂଶ ନିଶ୍ଚୟ ଦୂରୀଭୂତ ହେବ l କାଳଧ୍ୱଂଶ କୁ ଏହା ପ୍ରତିହତ କରିବ କହି ଏହି ମିଡ଼ିଆର ନାମକରଣ କୁ ଆପଣେଇ ନେଇଥିଲେ l