ପାଇକମାଳ /ପଦ୍ମପୁର -15/4(ସଂସ୍କୃତି ମିଡ଼ିଆ )-ମାଓପୋଷ୍ଟର ଲଗାଇ ନିଜର ସ୍ଥିତି ଜାହିର କଳେ ମାଓବାଦୀ l ନିଜର ସ୍ଥିତି ଜାହିର କରିଛନ୍ତି ମାଓବାଦୀ l ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ସ୍ଥିତ ଭୁଲିଆ ବନ୍ଧ, ରାସମୁଣ୍ଡା, ମଳଦା ଆଦି ଗ୍ରାମରେ ଗଛ ମାନଙ୍କ ରେ ପୋଷ୍ଟର ମାରି ଅଞ୍ଚଳ ରେ ନିଜ ସ୍ଥିତି ଜାହିର କରିଛନ୍ତି, ଘଟଣା ସ୍ଥଳ ରେ ପୋଲିସ ପହଂଚି ତନା ଘନା ଜାରି ରଖିଛନ୍ତି I ଆଗକୁ ନିର୍ବାଚନ ଥିବା ବେଲେ ଏବେ ବିଭିନ୍ନ ସ୍ଥାନରେ ମାଓବାଦୀଙ୍କ ଗତି ଵିଧି ସାଧାରଣରେ ଆତଙ୍କ ଖେଳିଯାଇଛି l ତେବେ ପୋଲିସ ନିୟନ୍ତ୍ରଣ ଜାରି ରହିଥିବା ପ୍ରକାଶ l

ବିଦ୍ୟାଧର ସାହୁ ଙ୍କ ରିପୋର୍ଟ


Leave a Reply

Your email address will not be published. Required fields are marked *

error: Content is protected !!