କୁଷ୍ଠରୋଗୀଙ୍କ ସେବାପାଇଁ ଡ ମୁକୁନ୍ଦ ଦାଶଙ୍କୁ ସମ୍ମାନିତ କଲେ ମାନ୍ୟବର ବରଗଡ ସାଂସଦ ପ୍ରଦୀପ ପୁରୋହିତ 

0

ବରଗଡ, 19/2(ସଂସ୍କୃତି ମିଡ଼ିଆ)-ଆଜି ବୁଧବାର ସକାଳ 10 ଘଟିକା ସମୟରେ ସାଂସଦଙ୍କ ବାସଭବନରେ ଜନ କଲ୍ୟାଣ ସେବା ଟ୍ରଷ୍ଟର ପ୍ରତିଷ୍ଠାତା ସଭାପତି ଡ଼ଃ ମୁକୁନ୍ଦ ଦାଶଙ୍କୁ କୁଷ୍ଠରୋଗୀଙ୍କ ସେବା, କରୋନା ମହାମାରୀ ସମୟରେ ଅସହାୟ ଲୋକଙ୍କ ସେବାପାଇଁ ନିଜକୁ ସମର୍ପିତ କରିଥିବା ଦେଖି ଓ ଡ଼ଃ ଉପାଧି ପାଇଥିବାପାଇଁ ଲୋକପ୍ରିୟ ସାଂସଦ ବରଗଡ ଶ୍ରୀଯୁକ୍ତ ପ୍ରଦୀପ କୁମାର ପୁରୋହିତ ପୁଷ୍ପଗୁଛ ଓ ଉପଢୌକାନ ଦେଇ ତାଙ୍କ କାର୍ଯ୍ୟାଳୟରେ ସମ୍ବୋଦୀର୍ଥ କରିଥିଲେ. ପ୍ରକାଶ ଥାଉ କି ଡ଼ଃ ଦାଶ 2008 ମସିହାରୁ ଅସହାୟ ଲୋକଙ୍କୁ ସେବାପାଇଁ ନିଜ ଜୀବନକୁ ଉସର୍ଗିକୁତ କରିଛନ୍ତି, ଏଥିପାଇଁ ବିଭିନ୍ନ ଗଣମାଧ୍ୟମ, ଟିଭି ଗଣମାଧ୍ୟମ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ସରକାରୀ ସ୍ତରରେ ତାଙ୍କ ସେବା ପାଇଁ ସମ୍ବର୍ଥିତ ହେଇଛନ୍ତି, ଏହି ଉପାଧି ପାଇଁ ବରଗଡ ସାଂସଦ ଉଚ୍ଚ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ସମାଜ ସେବା ପାଇଁ ଯୋଉ ପ୍ରକାର ସହଯୋଗ ଲୋଡ଼ା ଅଛି ସେ ସବୁ ଯୋଗେଇଦେବେ ବୋଲି କହିଛନ୍ତି l


Leave a Reply

Your email address will not be published. Required fields are marked *

error: Content is protected !!