ସଂସ୍କୃତି ମିଡ଼ିଆ ଉନ୍ମୋଚନ ଉତ୍ସବର ଫଟୋ ଝଳକ
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଅଷ୍ଟଶମ୍ଭୁ ଶୈବ ପୀଠ ସରଣ୍ଡା ସ୍ଥିତ
ଶ୍ରୀ ଶ୍ରୀ ବିଶ୍ୱେଶ୍ଵର ବାବାଙ୍କ ମନ୍ଦିର ପରିସରରେ ନିର୍ମାଣାଧିନ
ଦ୍ବାଦଶ ଜ୍ୟୋତିର୍ଲିଙ୍ଗ ମନ୍ଦିରର ରତ୍ନମୁଦ ଉତ୍ସବ ଅବସରରେ ପଶ୍ଚିମାଞ୍ଚଳର କଳା, ସଂସ୍କୃତି, ପରମ୍ପରାକୁ ଉଜ୍ଜୀବିତ ରଖିବା ଲକ୍ଷ୍ୟ ନେଇ ଆଜି ତା. 24/11/2023 ଶୁକ୍ରବାର ଦିନ “ସଂସ୍କୃତି ମିଡ଼ିଆ” ଲୋଗୋ ଅତାବିରା ବିଧାୟିକା ସେହ୍ନାଙ୍ଗିନୀ ଛୁରୀଆଙ୍କ କରକମଳରେ ଉନ୍ମୋଚିତ l