କୃଷ୍ଣ ପ୍ରେମରେ ମଗ୍ନ ଗୋପପୁରବାସୀ, କଂସ ଦ୍ୱାରା ପ୍ରେରିତ ରାକ୍ଷସୀ /ରାକ୍ଷସ ଙ୍କୁ ନିଧନ କଲେ ଶ୍ରୀକୃଷ୍ଣ ସେପଟେ ଖବର ପାଇ ମାମୁଁ କଂସ ମର୍ମାହତ
ବରଗଡ଼/ଗୋପପୁର /ମଥୁରାନଗରୀ,19/1(ସଂସ୍କୃତି ମିଡ଼ିଆ)- କୃଷ୍ଣ ପ୍ରେମରେ ମଗ୍ନ ଗୋପପୁରବାସୀ । ଶ୍ରୀକୃଷ୍ଣ ଓ ବଳରାମଙ୍କ ଚମତ୍କାର ବାଲ୍ୟଲୀଳା ଦେଖି ବିସ୍ମିତ...
