Deprecated: Optional parameter $options declared before required parameter $messages is implicitly treated as a required parameter in /home/sanskrit/public_html/wp-content/plugins/wp-registration/inc/classes/class.settings.php on line 121

Deprecated: Optional parameter $value declared before required parameter $field_index is implicitly treated as a required parameter in /home/sanskrit/public_html/wp-content/plugins/wp-registration/inc/classes/class.field.php on line 279
କମଗାଁ ହାଇସ୍କୁଲ ସମ୍ମୁଖରେ ଏକ ହାଇୱା ଧକ୍କା କଲେଜର ଛାତ୍ର ମୃତ – Sanskriti Media
Deprecated: strpos(): Passing null to parameter #1 ($haystack) of type string is deprecated in /home/sanskrit/public_html/wp-content/plugins/latest-posts-block-lite/src/fonts.php on line 50

Deprecated: strpos(): Passing null to parameter #1 ($haystack) of type string is deprecated in /home/sanskrit/public_html/wp-content/plugins/magic-content-box-lite/src/fonts.php on line 50

କମଗାଁ ହାଇସ୍କୁଲ ସମ୍ମୁଖରେ ଏକ ହାଇୱା ଧକ୍କା କଲେଜର ଛାତ୍ର ମୃତ

0

ଭଟଲି,21/1(ସଂସ୍କୃତି ମିଡ଼ିଆ )- ବରଗଡ଼ ଜିଲ୍ଲା ଭଟଲି ଥାନା ଅନ୍ତର୍ଗତ କମ ଗାଁହାଇସ୍କୁଲ ସମ୍ମୁଖରେ ଏକ ହାଇୱା ଧକ୍କା ରେ କମଗାଁ କଲେଜର ଜଣେ ଛାତ୍ରର ମୃତ୍ୟୁ ହୋଇଛି । କମଗାଁ କଲେଜରେ ପାଠ ପଢ଼ୁଥିବା ଜଣେ କଲେଜ ଛାତ୍ର ଗତକାଲି ରାତିରେ ଏକ ହାଇୱା ଗାଡି ଧକ୍କା ରେ କମଗାଁ ହାଇସ୍କୁଲ ସମ୍ମୁଖରେ ମୃତ୍ୟବରଣ କରିଥିବା ଆଜି ସକାଳ ୧୧ଟାରେ ଭଟଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ମୃତ ଛାତ୍ର ଜଣକ ପଦ୍ମପୁର ଉପଖଣ୍ଡ ସିଂହେନପାଲି ଗ୍ରାମର ହୋଇଥିବା ପ୍ରକାଶ । ପାଠ ପଢିବା ପାଇଁ ଆସିଥିବା ଛାତ୍ର ମୃତ୍ୟର ଶିକାର ହେବା ସାଧାରଣତଃ ଲୋକଙ୍କ ମନରେ ଅଶାନ୍ତ ସୃଷ୍ଟି କରିଛି । କେଉଁ ପରିସ୍ଥିତିରେ ଗାଁ ପରିସରରେ ହାଇୱା ଧକ୍କାରେ ଛାତ୍ର ଜଣକ ମୃତ୍ୟୁବରଣ କଲେ ତାହା ବର୍ତମାନ ଭଟଲି ପୋଲିସ ତଦନ୍ତ କରୁଛି। ଘଟଣା ସ୍ଥଳରେ ଭଟଲି ପୋଲିସ ଉପସ୍ଥିତି ରହି ଅଧିକ ତଦନ୍ତ ଚାଲିଥିବା ଜଣା ପଡ଼ିଛି।ଏନେଇ ଭଟଲି ଥାନାରେ ଏକ ମାମଲା ରୁଜୁ ହୋଇଛି।


Leave a Reply

Your email address will not be published. Required fields are marked *

error: Content is protected !!