ପଲସଦା ଠାରେ ଆୟୂଵୈଦିକ ଚିକିଷାଳୟର ନୁତନ ଗୃହ ର ଭିତ୍ତି ପ୍ରସ୍ତ୍ରର ସ୍ଥାପନ

ପାଇକମାଳ,12/2(ସଂସ୍କୃତି ମିଡ଼ିଆ )-ପାଇକମାଲ ବ୍ଲକ ଅନ୍ତର୍ଗତ ପଲସଦା ଗ୍ରାମରେ ଆୟୁର୍ବଦିକ ଚିକିତ୍ସାଲୟ ପାଇଁ ନୂତନ ଗୃହର ଶୁଭଭିତ୍ତୀ ପ୍ରସ୍ତର ସ୍ଥାପନ, ଆଜି ଅନୁଷ୍ଟିତ ହୋଇ ଯାଇଅଛି. ଡାକ୍ତର ଅଲୋକ ମେହେର ଙ୍କ ସଭାପତିତ୍ୱରେ ସଭା ଆରମ୍ଭ ହୋଇଥିଲା I
ମୁଖ୍ଯ ଅତତିଥୀ ପଦ୍ମପୁର ବିଧାୟକା ଶ୍ରୀମତି ବର୍ଷା ସିଂ ବରିହା , ସମ୍ମ୍ୟାନନିୟ ଅତିଥି ବରଗଡ଼ ଜିଲ୍ଲା ଆୟୁର୍ବଦିକ ଚିକ୍କିତ୍ସା ଅଧିକାରୀ ଡାକ୍ତର ଲଷ୍ମୀଶ୍ରୀୟା ବେହେରା l ଅବସରପ୍ରାପ୍ତ ଶିକ୍ଷକ ସତ୍ୟାନନ୍ଦ ପାଣିଗ୍ରାହୀ, ସରପଞ୍ଚ ଶ୍ରୀଯୁକ୍ତ ପଙ୍କଜ କୁମାର ସାହୁ, ସମିତି ମେମ୍ବର ଶ୍ରୀୟୁକ୍ତ ମହେନ୍ଦ୍ର ସିଂ ବରିହା, ଗ୍ରାମ କମିଟି ଓ ଆନ୍ୟାନ ଭଦ୍ରବ୍ଯକ୍ତିମାେନ ଉପସ୍ଥିତ ଥିଲେ I ଏହି ଜମୀକୁ ସ୍ବର୍ଗତ ଦମୟନ୍ତି ସାହୁ ଡାକ୍ତରଖାନା ନିର୍ମାଣ ପାଇଁ 50 ଡେସିମିଲ ଜମି ଦାନ କରିଥିଲେ l ଶେଷରେ ଡାକ୍ତର ହର୍ଷ କୁମାର ପାଣିଗ୍ରାହୀ ଧନ୍ଯବାଦ ଆର୍ପଣ କରିଥିଲେ ଇ
( ପାଇକମାଳ ରୁ ବିଦ୍ୟାଧର ସାହୁଙ୍କ ରିପୋର୍ଟ )