ପାଇକମାଳ ଅଂଚଳ ରେ ପୋଲିସ ର ଫ୍ଲାଗ ମାର୍ଚ୍ଚ

 

ପାଇକମାଳ,-16/4(ସଂସ୍କୃତି ମିଡ଼ିଆ )-ଆଗକୁ ସାଧାରଣ ନିର୍ବାଚନ, ନିର୍ବାଚନ ରେ ଅପ୍ରୀତିକର ପରିସ୍ଥିତି କୁ ଏଡାଇବା ପାଇଁ ତଥା ସୁଚାରୁ ଓ ଶୃଙ୍ଖଳିତ ରୂପେ ନିର୍ବାଚନ କରିବା ପାଇଁ ପ୍ରଶାସନ, ପୋଲିସ ସବୁ ସଜାଗ ରହୁଥିବାରୁ ଦେଖା ଦେଉଛି I ବିଭିନ୍ନ ସ୍ଥାନ ମାନଙ୍କରେ ଫ୍ଲାଗ ମାର୍ଚ୍ଚ କରୁଥିବା ର ପୋଲିସ ଦେଖିବାକୁ ମିଳୁଛି I ସେହିପରି ଆଜି ପାଇକମାଳ ପୋଲିସ IIC ସୁଶାନ୍ତ କୁମାର ବଢ଼େଇ ଙ୍କ ନେତୃତ୍ୱ ରେ ପାଇକମାଳ ନିକଟସ୍ଥ ମଳଦା,ଭଗତପୁର, ସଦାନନ୍ଦପୁର, ମାଝୀପାଲି ଗାଁ ଠାରେ ଫ୍ଲାଗ ମାର୍ଚ୍ଚ କରାଯାଇଥିଲା I


Leave a Reply

Your email address will not be published. Required fields are marked *

error: Content is protected !!