Deprecated: Optional parameter $options declared before required parameter $messages is implicitly treated as a required parameter in /home/sanskrit/public_html/wp-content/plugins/wp-registration/inc/classes/class.settings.php on line 121

Deprecated: Optional parameter $value declared before required parameter $field_index is implicitly treated as a required parameter in /home/sanskrit/public_html/wp-content/plugins/wp-registration/inc/classes/class.field.php on line 279
ମାହେଶ୍ୱରୀ ନର୍ସିଂ କଲେଜ ପକ୍ଷରୁ ସର୍ବସାଧାରଣଙ୍କ ପାଇଁ ଏକ ବିଶେଷ ସୂଚନା – Sanskriti Media
Deprecated: strpos(): Passing null to parameter #1 ($haystack) of type string is deprecated in /home/sanskrit/public_html/wp-content/plugins/latest-posts-block-lite/src/fonts.php on line 50

Deprecated: strpos(): Passing null to parameter #1 ($haystack) of type string is deprecated in /home/sanskrit/public_html/wp-content/plugins/magic-content-box-lite/src/fonts.php on line 50

ମାହେଶ୍ୱରୀ ନର୍ସିଂ କଲେଜ ପକ୍ଷରୁ ସର୍ବସାଧାରଣଙ୍କ ପାଇଁ ଏକ ବିଶେଷ ସୂଚନା

0

ସର୍ବସାଧାରଣଙ୍କ ପାଇଁ ଏକ ବିଶେଷ ସୂଚନା, ତଳେ ଦିଆଯାଇଥିବା ଫଟୋ ପ୍ରଦୀପ କୁମାର ପ୍ରଧାନ ଙ୍କ ସହ ଅର୍ଥ କାରବାର ନ କରିବାକୁ ମାହେଶ୍ୱରୀ ନର୍ସିଂ କଲେଜ ବରଗଡ଼ କତୃପକ୍ଷଙ୍କ ଅନୁରୋଧ 

ବରଗଡ଼ ମାହେଶ୍ରରୀ ନର୍ସିଂ କଲେଜରେ ଫିଲଡ କାଯ୍ୟ କରିଥିବା ବରଗଡ଼ ଜିଲା ଭେଡେନ ବ୍ଲକ ଅନ୍ତର୍ଗତ ବାଘପାଲି ନିବାସୀ ପ୍ରଦୀପ କୁମାର ପ୍ରଧାନ ଙ୍କୁ ହେରଫେର ଅଭିଯୋଗରେ କାର୍ଯ୍ୟରୁ ବରଖାସ୍ତ କରାଯାଇଛି l ଗତ ଜାନୁଆରୀ ମାସରୁ ଅର୍ଥାତ ଦୀର୍ଘ ୮ ମାସ ହେଲା ପ୍ରଦୀପ କୁମାର ପ୍ରଧାନଙ୍କୁ କାର୍ଯ୍ୟରୁ ତଡି ଦିଆଯାଇଛି l ତାଙ୍କ ସହିତ ବରଗଡ଼ ମାହେଶ୍ଵରୀ ନର୍ସିଂ କଲେଜର ଆଉ କୌଣସି ସମ୍ପର୍କ ନାହିଁ l ଏଣୁ ଏହି ବ୍ୟକ୍ତିଙ୍କ ଠାରେ ବରଗଡ଼ ମାହେଶ୍ଵରୀ ନର୍ସିଂ କଲେଜ ସମ୍ପର୍କୀୟ କୌଣସି କାରବାର ସହ ଅର୍ଥ ଦେଣ ନେଣ କରନ୍ତୁ ନାହଁ l ଏଥିପାଇଁ ଏହି ସୂଚନା ଦିଆଗଲା l ଏହା ସତ୍ତ୍ଵେ କେହି ପ୍ରଦୀପଙ୍କ ସହ ଅର୍ଥ କାରବାର କରନ୍ତି ତେବେ ବରଗଡ଼ ମାହେଶ୍ଵରୀ ନର୍ସିଂ କଲେଜ କତୃପକ୍ଷ ଦାୟୀ ରହିବେ ନାହିଁ ବୋଲି ବରଗଡ଼ ମାହେଶ୍ଵରୀ ନର୍ସିଂ କଲେଜର ଚେୟାରମ୍ୟାନ ଫକୀର କର୍ଣ୍ଣ ଜଣାଇଛନ୍ତି l

 


Leave a Reply

Your email address will not be published. Required fields are marked *

error: Content is protected !!