Deprecated: Optional parameter $options declared before required parameter $messages is implicitly treated as a required parameter in /home/sanskrit/public_html/wp-content/plugins/wp-registration/inc/classes/class.settings.php on line 121

Deprecated: Optional parameter $value declared before required parameter $field_index is implicitly treated as a required parameter in /home/sanskrit/public_html/wp-content/plugins/wp-registration/inc/classes/class.field.php on line 279
କାଣ୍ଡପାଲିରେ ଲିଜେଣ୍ଜ କ୍ରିକେଟ ପ୍ରତିଯୋଗିତା  – Sanskriti Media
Deprecated: strpos(): Passing null to parameter #1 ($haystack) of type string is deprecated in /home/sanskrit/public_html/wp-content/plugins/latest-posts-block-lite/src/fonts.php on line 50

Deprecated: strpos(): Passing null to parameter #1 ($haystack) of type string is deprecated in /home/sanskrit/public_html/wp-content/plugins/magic-content-box-lite/src/fonts.php on line 50

କାଣ୍ଡପାଲିରେ ଲିଜେଣ୍ଜ କ୍ରିକେଟ ପ୍ରତିଯୋଗିତା 

0

ଅତାବିରା ,30/12(ସଂସ୍କୃତି ମିଡ଼ିଆ)- ବରଗଡ଼ ଜିଲା ଅତାବିରା ଏନଏସି ଅଧିନ କାଣ୍ଡପାଲି ଖେଳ ପଡିଆରେ ଅନୁଷ୍ଠିତ ଲିଜେଣ୍ଟ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି | ପ୍ରଥମ ଥର ଏହି ପ୍ରତିଯୋଗିତା ରେ ୩୫ ବର୍ଷ ରୁ ଉର୍ଦ୍ଧ୍ବ ଚାରିଗୋଟି ଦଲ ଭାଗ ନେଇଥିଲେ ା ପ୍ରଥମ ମ୍ୟାଚ କାଣ୍ଡପାଲି ଏବଂ ଶିକ୍ଷକ ଏକାଦଶ ମଧ୍ଯ ରେ ଅନୁଷ୍ଠିତ ହୋଇଥିବା ବେଳେ ଶିକ୍ଷକ ଏକାଦଶ ବିଜୟୀ ହୋଇଥିଲା ା ଦ୍ବିତୀୟ ମ୍ୟାଚ ରେ ଭୁର୍ଷିପାଲିକୁ ହରାଇ ଲାଦରପାଲି ଏକାଦଶ ବିଜୟୀ ହୋଇଥିଲା ା ଫାଇନାଲ ମ୍ୟାଚ ରେ ଲାଦରପାଲି ଦଲ ଚାମ୍ପିଅନ୍ ହୋଇଥିଲା ାଅମ୍ପାୟର ଭାବେ ଝସକେତନ ପ୍ରଧାନ ଓ ସରୋଜ ଭୋଇ ଦାୟିତ୍ୱ ତୁଲାଇଥିଲେ ା ମନୋଜ ଊୋଇ ମଂଚ ପରିଚାଳନା, ଯୀଶୁ ଭୋଇ ସ୍କୋରର୍ ଏବଂ ବୁଲୁ ଲୁହାର ଧାରା ବିବରଣୀ ପ୍ରଦାନ କରିଥିଲେ ାଏଥିରେ ସୁଦାମ, ବାସୂ, ଗୁଣ, ଏକାଦଶିଆ,ମୁକେଶ, କ୍ଷିରୋଦ, ବିଊୂତି, ଫିରୋଜ ତଥା ସମସ୍ତ ଯୁବ ସମାଜର ସଭ୍ଯ ମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ା


Leave a Reply

Your email address will not be published. Required fields are marked *

error: Content is protected !!