Deprecated: Optional parameter $options declared before required parameter $messages is implicitly treated as a required parameter in /home/sanskrit/public_html/wp-content/plugins/wp-registration/inc/classes/class.settings.php on line 121

Deprecated: Optional parameter $value declared before required parameter $field_index is implicitly treated as a required parameter in /home/sanskrit/public_html/wp-content/plugins/wp-registration/inc/classes/class.field.php on line 279
ବିଦ୍ୟାଳୟର ନାଁ ରେ ଜମି ପଟ୍ଟା ହସ୍ତାନ୍ତର  – Sanskriti Media
Deprecated: strpos(): Passing null to parameter #1 ($haystack) of type string is deprecated in /home/sanskrit/public_html/wp-content/plugins/latest-posts-block-lite/src/fonts.php on line 50

Deprecated: strpos(): Passing null to parameter #1 ($haystack) of type string is deprecated in /home/sanskrit/public_html/wp-content/plugins/magic-content-box-lite/src/fonts.php on line 50

ବିଦ୍ୟାଳୟର ନାଁ ରେ ଜମି ପଟ୍ଟା ହସ୍ତାନ୍ତର 

0

ଭଟଲି,୩୧/୧୨(ସଂସ୍କୃତି ମିଡ଼ିଆ)-ପୂର୍ବରୁ କେବଳ ଶିକ୍ଷା ବିଭାଗ ନାମରେ ସମସ୍ତ ବିଦ୍ୟାଳୟର ଜମି ପଟ୍ଟା ଥିଲା କିନ୍ତୁ ସରକାରଙ୍କ ନିର୍ଦ୍ଦେଶକ୍ରମେ ନାମ ପରିବର୍ତ୍ତନ ହୋଇ ବିଦ୍ୟାଳୟର ନାମରେ ଜମି ପଟ୍ଟା ଦେବାପାଇଁ ସ୍ଥିରୀକୃତ ହେଇଥିଲା । ତେଣୁ ଭଟଲି ତହସିଲ୍ କାର୍ଯ୍ୟାଳୟରେ ଆଜି ଭଟଲି ବ୍ଳକ୍ ଅନ୍ତର୍ଗତ ୪୬ ଗୋଟି ବିଦ୍ୟାଳୟର ଜମି ପଟ୍ଟା ଭଟଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ସରୋଜ କୁମାର ଭୁଏ ଙ୍କୁ ହସ୍ତାନ୍ତର କରିଥିଲେ lଏହି ଅବସରରେ ଭଟଲି ତହସିଲଦାର ରାମକୃଷ୍ଣ ମିଶ୍ର, ଅତିରିକ୍ତ ତହସିଲଦାର ଅଭିରାମ ସେଠ,ଭଟଲି ବ୍ଳକ ଶିକ୍ଷା ଅଧିକାରୀଙ୍କ ସମେତ ଉଦେପାଲି ସି .ଆର୍ .ସି .ସି, ସୁଶାନ୍ତ ସୁନା, ଶିକ୍ଷକ ଯୋଗେଶ୍ବର ପଧାନ ଉପସ୍ଥିତ ଥିଲେ।


Leave a Reply

Your email address will not be published. Required fields are marked *

error: Content is protected !!