Deprecated: Optional parameter $options declared before required parameter $messages is implicitly treated as a required parameter in /home/sanskrit/public_html/wp-content/plugins/wp-registration/inc/classes/class.settings.php on line 121

Deprecated: Optional parameter $value declared before required parameter $field_index is implicitly treated as a required parameter in /home/sanskrit/public_html/wp-content/plugins/wp-registration/inc/classes/class.field.php on line 279
ଲହଣ୍ଡା ପ୍ରିମିୟର କ୍ରିକେଟ ଲିଗ୍ : ରୟାଲ୍ କିଙ୍ଗ୍ସ୍ ଚମ୍ପିୟାନ  – Sanskriti Media
Deprecated: strpos(): Passing null to parameter #1 ($haystack) of type string is deprecated in /home/sanskrit/public_html/wp-content/plugins/latest-posts-block-lite/src/fonts.php on line 50

Deprecated: strpos(): Passing null to parameter #1 ($haystack) of type string is deprecated in /home/sanskrit/public_html/wp-content/plugins/magic-content-box-lite/src/fonts.php on line 50

ଲହଣ୍ଡା ପ୍ରିମିୟର କ୍ରିକେଟ ଲିଗ୍ : ରୟାଲ୍ କିଙ୍ଗ୍ସ୍ ଚମ୍ପିୟାନ 

0

ସରଣ୍ଡା, 31/12(ସଂସ୍କୃତି ମିଡ଼ିଆ)- ବରଗଡ଼ ଜିଲା ଅତାବିରା ବ୍ଲକ ଲହଣ୍ଡା ଗ୍ରାମରେ ୪ଦିନ ଧରି ଚାଲିଥିବା ଲହଣ୍ଡା ପ୍ରିମିୟର କ୍ରିକେଟ ଲିଗ୍ ରେ ସୋମବାର ଉଦଯାପିତ ହୋଇଯାଇଛି l ଏହି ଲିଗ୍ ରେ ଚାରି ଟି ଦଳ ରୟାଲ୍ କିଙ୍ଗ୍ସ୍, ଆରୋହି ଫାଇଟର୍ସ, ତେଜ ଶ୍ରୀ ଫାଇଟର୍ସ ଓ ଆର୍ ଆର୍ ସିକ୍ସର୍ ଅଂଶ ଗ୍ରହଣ କରିଥିଲେ। ଫାଇନାଲ ମ୍ୟାଚରେ ରୟାଲ୍ କିଙ୍ଗ୍ସ୍ ଓ ଆରୋହି ଫାଇଟର୍ସ ମୁହାଁମୁହିଁ ହୋଇ ୩ରନ୍ ରେ ରୟାଲ୍ କିଙ୍ଗ୍ସ୍ ବିଜୟୀ ଲାଭ କରିଥିଲା। କ୍ରିକେଟପ୍ରେମୀ ନୀମିଥ କୁମାରଙ୍କ ଉଦ୍ୟମରେ ଅନୁଷ୍ଠିତ ଲହଣ୍ଡା ପ୍ରିମିୟର କ୍ରିକେଟ ଲିଗ୍ ପ୍ରତିଯୋଗିତାର ପୁରସ୍କାର ବିତରଣୀ ଉତ୍ସବରେ ଲହଣ୍ଡା ସରପଞ୍ଚ ଅର୍ଜୁନ ନାୟକ, ଖେଳ ଶିକ୍ଷକ କିଶୋର ପଧାନ, ସମାଜସେବୀ ମୂଳଜୀ ପ୍ରଧାନ ଅତିଥିଭାବେ ଯୋଗ ଦେଇ ବିଜେତା ଓ ଉପ ବିଜେତା ଦଳକୁ ପୁରସ୍କୃତ କରିଥିଲେ l ରାଜା ବେରିହାଙ୍କୁ ମ୍ୟାନ ଅଫ ଦି ସିରିଜ, ବିକାଶ ମହାକୁର ଅରେଞ୍ଜ କ୍ୟାପ ଓ କ୍ରିଷ୍ଣା ବଗର୍ତିଙ୍କୁ ପର୍ପଲ କ୍ୟାପ ସଂମ୍ମାନରେ ସଂମ୍ମାନିତ କରାଯାଇଥିଲା l ବିକ୍ରମ ବଗର୍ତି ଓ ଅଜିତ ବାରିକ ଖେଳ ଗୁଡିକୁ ଆମ୍ପୟାରୀ କରିଥିବା ବେଳେ ଆଦର୍ଶ ସାହୁ ଏବଂ ସୁବ୍ରତ କୁମାର ସେଠ ସ୍କୋରର ଦାୟିତ୍ୱ ବହନ କରିଥିଲେ l

 


Leave a Reply

Your email address will not be published. Required fields are marked *

error: Content is protected !!