ହିର୍ଲିପାଲିରେ ସନ୍ଥ ଗୁରୁ ରବୀ ଦାସଙ୍କ 648 ତମ ଜନ୍ମଜୟନ୍ତୀ

ସନ୍ଥ ଶିରୋମଣି ଶ୍ରୀ ରବୀ ଦାସ ଙ୍କ ଜନ୍ମ ବାର୍ଷିକ ରେ ଆଜି ବରଗଡ ଜିଲ୍ଲା ଅତାବିରା ନିବାର୍ଚନ ମଣ୍ଡଳୀ ହିର୍ଲିପାଲି ଠାରେ ପାଳନ କରାଯାଇଛି। ଭାରତୀୟ ଜନତା ପାର୍ଟି ଓଡିଶା ଅନୁସୂଚିତ ଜାତି ମୋର୍ଚ୍ଚା ର ଉପ-ସଭାପତି ରଞ୍ଜନ ସେଠ୍ ଓ ହିର୍ଲିପାଲି ଗ୍ରାମପଞ୍ଚାୟତ ର ସମିତି ସଭ୍ୟ ବିଦ୍ୟାଧର ଭୋଇ ଙ୍କ ସହିତ ଘସିଆପଡା ଠାରେ ସନ୍ଥ ରବୀ ଦାସ ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ମୃତି ଚାରଣ କରାଗଲା ।
(ସଂସ୍କୃତି ମିଡ଼ିଆ ବ୍ୟୁରୋ ), ତା. 17/02/2025