ଅତାବିରା ଓକିଲ ସଂଘ ନିର୍ବାଚନ ନିରୋଦ ସଭାପତି,ତ୍ରିପୁରାରୀ ଉପସଭାପତି,ହିତେନ୍ଦ୍ରୀୟ ସମ୍ପାଦକ

0

ଅତାବିରା,୨୮/୩(ସଂସ୍କୃତି ମିଡ଼ିଆ):ଅତାବିରା ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିରୋଦ ଚନ୍ଦ୍ର ମହାକୁର ସଭାପତି,ତ୍ରିପୁରାରୀ ଚାନ୍ଦ ଉପ ସଭାପତି,ହିତେନ୍ଦ୍ରୀୟ ପ୍ରଧାନ ସମ୍ପାଦକ,ଧନପତି ବାଦୀ ସହ ସମ୍ପାଦକ,ଭାସା ୟାପି ଜଗନ୍ନାଦ ରାଓ କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି । ମାନସ ରଞ୍ଜନ ତ୍ରିପାଠୀ, ଋଷି ଶୃଙ୍ଘ ବଘାର, ଅମୀୟ ମହାନ୍ତି ଓ ଦୁର୍ଯ୍ୟୋଧନ ଛତର ପ୍ରମୁଖ କାର୍ଯ୍ୟକାରୀ ସଭ୍ୟରୂପେ ମନୋନୀତ ହୋଇଛନ୍ତି । ଦିବ୍ୟ କିଶୋର ମିଶ୍ର ନିର୍ବାଚନ ପରିଚାଳନ କରିଥିଲେ ।


Leave a Reply

Your email address will not be published. Required fields are marked *

error: Content is protected !!