ସାମ୍ବାଦିକଙ୍କ ପିତୃ ବିୟୋଗ

0

ବରଗଡ଼,10/1(ସଂସ୍କୃତି ମିଡ଼ିଆ ବ୍ୟୁରୋ )-  ପ୍ରତିଦିନ ଖବର କାଗଜ ର ବରଗଡ ପ୍ରତିନିଧି ଆନନ୍ଦ ମହାପାତ୍ର ଙ୍କ ପିତା ପବିତ୍ର ମହାପାତ୍ରଙ୍କ ୮୫ ବର୍ଷ ବୟସରେ ମଙ୍ଗଳବାର ସନ୍ଧ୍ୟାରେ ପରଲୋକ ହୋଇଯାଇଛି l ତାଙ୍କ ପଛରେ ସେ ତିନି ଝିଅ, ଜ୍ୟାଇଁ ଦୁଇ ପୁଅ, ଦୁଇ ବୋହୁ ସାଙ୍ଗକୁ ନାତି, ନାତୁଣୀ ଙ୍କୁ ଛାଡି ଚାଲିଯାଇଛନ୍ତି l ଦୃତୀୟ ପୁଅ ସାନନ୍ଦ ମହାପାତ୍ର ସେନାବାହିନୀ ରେ କାର୍ଯ୍ୟରତ ଥିବାବେଳେ ମୃତ୍ୟୁ ବେଳକୁ ଘରେ ଅନୁପସ୍ଥିତ ଥିଲେ l ଜ୍ୟେଷ୍ଟ ପୁଅ ଆନନ୍ଦ ମହାପାତ୍ର ମୁଖାଗ୍ନି ଦେଇଥିଲେ l


Leave a Reply

Your email address will not be published. Required fields are marked *

error: Content is protected !!