ଭଟଲିରେ ନୂଆଁବରଷ ଉଧେ ଭେଟଘାଟ ସଙ୍ଗେ ବିଜେଡ଼ିର ବିକାଶ ଯାତ୍ରା

0

ଭଟଲି -/1(ସଂସ୍କୃତି ମିଡ଼ିଆ ବ୍ୟୁରୋ )-ରବିବାର ଭଟଲି ଠାରେ ବିଜୁ ଜନତା ଦଳ ତରଫରୁ ଆୟୋଜିତ ନୂଆଁବରଷ ଅବସରରେ ଭେଟଘାଟ ଏବଂ ବିକାଶ ଯାତ୍ରାର ମାନ୍ୟବର ବିଧାୟକ ସୁଶାନ୍ତ ସିଂହ ଙ୍କ ନେତୃତ୍ୱ ରେଆୟୋଜନ କରାଯାଇଥିଲା। ଜିଲ୍ଲା ସଭାପତି ପ୍ରଭାସ ସିଂ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଜାପାନ ମହାପାତ୍ର, ଭଟଲି ବ୍ଲକ ଅଧ୍ୟକ୍ଷ ନିତ୍ୟାନନ୍ଦ ପ୍ରଧାନ, ଅମ୍ବାଭୋନା ବ୍ଲକ ଅଧ୍ୟକ୍ଷ କୀର୍ତ୍ତି ଚନ୍ଦ୍ର ଦୁଆଁନ, ସୋହେଲା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବବି ପଧାନ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଜିବର୍ଧନ ବରିହା, ବିଜେଡ଼ି ବ୍ଲକ ସଭାପତି ଗୋବିନ୍ଦ ପ୍ରଧାନ, ଜିଲ୍ଲା ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଶ୍ରୀମତୀ ନୀଳ କୁମାରୀ ନାୟକ, ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ କଳ୍ପନା ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ଭାରତୀ ଭୋଇ,

ଜିଲ୍ଲା ଯୁବ ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ, ପୂର୍ବତନ ସୋହେଲା ବ୍ଲକ ଅଧ୍ୟକ୍ଷ ସୁବ୍ରତ ବେହେରା ଓ ଜିଲ୍ଲା ଛାତ୍ର ଜନତା ଦଳର ସଭାପତି କରନ୍ ସିକନ୍ଦର ସମସ୍ତ ସରପଂଚ, ସମିତି ତଥା ଦଳର କର୍ମକର୍ତ୍ତା ଯୋଗ ଦେଇଥିଲେ।


Leave a Reply

Your email address will not be published. Required fields are marked *

error: Content is protected !!