ସମ୍ବଲପୁରରେ ପୋଲିସ – ଡକାୟତ ଗୁଳିବିନିମୟ, ଆହତଙ୍କୁ ବୁର୍ଲା ସ୍ଥାନସ୍ତର

0

ସମ୍ବଲପୁର,୬ା୧: (ସଂସ୍କୃତି ମିଡ଼ିଆ ବ୍ୟୁରୋ )-ସମ୍ବଲପୁରରେ ପୋଲିସ- ଡକାୟତ ମଧ୍ୟରେ ଗୁଳିବିନିମୟ (ଏନ୍‌କାଉଣ୍ଟ) ହୋଇ ଶନିବାର ଜଣେ ଆହତ ହୋଇଥିବା ଜଣାପଡ଼ିଛି। ସହରର କେନ୍‌ଘାଟି ଆଇସ୍‌ ଫ୍ୟାକ୍ଟ୍ରି ନିକଟରେ ଏହି ଏନ୍‌କାଉଣ୍ଟର ହୋଇଛି। ଏକ ଡକାୟତି ଘଟଣାରେ ଚଢ଼ାଉ ବେଳେ ଏନ୍‌କାଉଣ୍ଟର ହୋଇଛି। ଦୁର୍ବୃତ୍ତମାନେ ପୋଲିସ ଉପରକୁ ଗୁଳି ଚାଳନା କରିଥିଲେ। ଫଳରେ ପାଲଟା ଗୁଳି ଚାଳନା କରିଥିଲା ସମ୍ବଲପୁର ପୋଲିସ। ଦୁର୍ବୃତ୍ତଙ୍କ ଗୋଡ଼ରେ ଗୁଳି ବାଜିବାରୁ ତାଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି।


Leave a Reply

Your email address will not be published. Required fields are marked *

error: Content is protected !!