ସରକାର ଓ ପ୍ରଶାସନ ଆଖିରେ ବାନ୍ଧିଛନ୍ତି ଅନ୍ଧ ପିଟୁଲି ଅଙ୍ଗନବାଡି କର୍ମୀଙ୍କ ସମସ୍ୟା ପ୍ରତି ଦୃଷ୍ଟିଦେଉନାହାନ୍ତି ବିଧାୟକ, ସାଂସଦ ବିଭାଗୀୟ ଅଧିକାରୀଙ୍କ ଚାପରେ ଅଙ୍ଗନବାଡି କର୍ମୀ

0

ଅତାବିରା 5/1 – ରାଜ୍ୟ ଓ କେନ୍ଦ୍ର ଉଭୟ ସରକାର ସମନ୍ଵିତ ଶିଶୁ ବିକାଶ ଯୋଜନା (ଆଇସିଡିଏସ) ଅଧିନରେ କାର୍ଯ୍ୟରତ ଥିବା ଅଙ୍ଗନବାଡ଼ି କର୍ମୀ ମାନଙ୍କ ଦୀର୍ଘ ଦିନ ର ଦାବି ଓ ସମସ୍ୟା ପ୍ରତି ଦୃଷ୍ଟି ନ ଦେଇ ଯୋଜନା ଉପରେ ଯୋଜନା ପ୍ରଣୟନ କରି ଚାଲୁଥିବାରୁ କର୍ମୀ ମାନେ ଗାଁ ଗାଁରେ ମାନସିକ ଚିନା ରେ ପଡୁଥିବା ଦେଖିବାକୁ ମିଳୁଛି । ଏପରିକି ଅନେକ କେନ୍ଦ୍ରର କର୍ମୀ ମାନେ ବିଭାଗୀୟ ଅଧିକାରୀ (ସିଡ଼ି ପିଓ)କ୍ଷେତ୍ର ପରିଦର୍ଷିକା ମାନେ ଚାପ ପକାଉ ଥିବା ଅଭିଯୋଗ ହେଉଛି। ଆଜି ଅତାବିରା ଭେଡେନ ବ୍ଲକ ସମେତ ଜିଲ୍ଲାର ୧୨ଟି ବ୍ଳକର ଅଙ୍ଗ ନବାତି କର୍ମୀ ପ୍ରତିନିଧି ଦଳ ଜିଲ୍ଲାଡିସଡ଼କୁ ଙ୍କୁ ତାଙ୍କ ସମସ୍ୟା ଉପରେ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି ଗୋଟିଏ ଅଣ୍ଡା ପ୍ରତି ସରକାର ୫ ଟଙ୍କା ୫୦ ପଇସା ଦେଇଥିବା ବେଳେ ବଜାରରେ ଗୋଟିଏ ଅଣ୍ଡାଦର ୮ଟଙ୍କାକୁ ବୃଦ୍ଧି ହୋଇଛି । ଟଙ୍କାର ଦରରେ କିଣି କର୍ମୀମାନେ ଗର୍ଭବତି ପ୍ରସ୍ୱତି ୬ ମାସରୁ ୩ ବର୍ଷର ଶିଶୁ ମାନଙ୍କୁ ଅଣ୍ଡାଦେବା ସମ୍ଭବ ପରେ ହେଉନାହିଁ ପୁଣି ନୂତନ ପୃଷ୍ଟି କରି ଯୋଅନୁସ।ରେ ୧୫ ରୁ ୧୯ ବର୍ଷରକିଶୋରୀ ବାଲିକାମାନଙ୍କୁ ମାସକୁ ୧୬ଟି ଅଣ୍ଡା ପ୍ରଦାନ କରିବାକୁ କର୍ମୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କର୍ମୀମାନେ ଅଧିକାରୀମାନଙ୍କ ଚାପରେ ପତିମାବସ୍ତିକ ଭାରସାମ୍ୟ ହରାଉଛନ୍ତି ବିଦ୍ଦେଶ ଅନୁସାରେ ଅଣ୍ଡ। ନ ଦେଲଗାଁ ଗୁଡ଼ିକରେ କର୍ମୀମାନେ ହିତାଧିକାରୀମାନଙ୍କର ଆକ୍ରୋଶ ଶିକାର ହୋଇଥିବା ଦେଖିବାକୁ ପଡ଼ିଛି ମାସକୁ ପ୍ରସୂତି ୬ ମାସରୁ ବର୍ଷ ଶିଶୁ ମାନ୧୨ନା ଲେଖାଏଁ ଅଣ୍ଡାଦେବାକୁ ପଡୁଛି ନିଜ ହାଜରୁ ଅଣ୍ଡାଚଢ। ଦରରେ କଣି ଅଣ୍ଡାଦେବା ସମ୍ଭବ ପରି ହେଉନାହିଁ ସରକାର ଅଙ୍ଗନବାଡି କର୍ମୀମାନଙ୍କୁ ପାରମ୍ଭିକ ବାବଦକୁ ମାତ୍ର ୭ହଜାର ୫ ଶହ ଟଙ୍କା ଦେଇଛନ୍ତି କର୍ମୀ ମାନଙ୍କର ମୌଳିକ ସମସ୍ୟା ପ୍ରତି ସରକାର ପଶାସନ ଦୃଷ୍ଟି ନ ଦେଇ ଗୋଟିଏ ପରେ ଗୋଟିଏ କାମ ଲଦି ଦେଉଥିବାରୁ କର୍ମୀମାନେ ଚାପରେ ପଡ଼ି ଭାରସାମ୍ୟ ହରାଇ ମୃତ୍ୟୁ ମୁଖରେ ପଡୁଥିବା ନିଜ ରରହିଛି । ଆଗାମୀ ନିର୍ବାଚନ ସମୟ ରେ ରାଜ୍ୟର ସମସ୍ତ ଅଙ୍ଗନବାଡି କର୍ମୀମାନେ ରାଜ୍ୟସରକାରଙ୍କୁ ଉଚିତ ଜବାବ ଦେବା ଏବେ ଠାରୁସଦବାଦ ହେଲେଣି ସ୍ଥାନୀୟ ବିଧାୟକ ସାଂସଦଜନ ପ୍ରତିନଧିମାନଙ୍କ ର ମଧ୍ୟକୁମ୍ଭକର୍ଣ୍ଣ ନିଜ ଭାଙ୍ଗି ନାହିଁ ସମସ୍ୟା ପ୍ରତି ସୃଷ୍ଟି ଦେଇ ନ ଥିବାରୁ ଦିନକୁ ଜନ ଅସନ୍ତୁଷ ବଢି ଚାଲିଛି ଏହି ଅସନ୍ତୋଷ ଆଗାମୀ ଦିନରେ ରାଜ୍ୟରେ ଉଗ୍ରରୂପ ନେବ ବୋଲି ସରକାର ଓ ପ୍ରଶାସନକୁ କର୍ମୀମାନେ ଚେତାବନୀ ଦେଇଛନ୍ତି l


Leave a Reply

Your email address will not be published. Required fields are marked *

error: Content is protected !!