ପଦ୍ମପୁର ର ପ୍ରଥମ ADM ଭାବରେ ଶ୍ରୀ ଚଭନ,କୁନାଲ ମୋତିରାମ ନିଯୁକ୍ତ

0

ଭୁବନେଶ୍ବର,29/12(ସଂସ୍କୃତି ମିଡ଼ିଆ ବ୍ୟୁରୋ )-ବରଗଡ଼ ଜିଲ୍ଲାର ନୂତନ ପ୍ରସ୍ତାବିତ ପଦ୍ମପୁର ଜିଲ୍ଲା ପାଇଁ ଏକ ନୂତନ ଅତିରିକ୍ତ ଜିଲ୍ଲାପାଳ ପଦବୀ ସ୍ରୁଷ୍ଟି କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁରୀ ଦେଇଛନ୍ତି l ଏହା ସହିତ ପଦ୍ମପୁରର ପ୍ରଥମ ଅତିରିକ୍ତ ଜିଲ୍ଲାପାଳ ଭାବରେ 2020 ବ୍ଯାଚର IAS ଅଫିସର ଚଭନ କୁନାଲ ମୋତିରାମଙ୍କୁ ନିଯୁକ୍ତି ଦେଇଛନ୍ତି l ପଦ୍ମପୁର ବରଗଡ଼ ଜିଲ୍ଲାର ଏକ ସବଡ଼ିଭିଜନ ଭାବେ ରହିଆସୁଥିଲା l ପଦ୍ମପୁର ର ବିକାଶ କାମ ତ୍ୱରାନିତ କରିଵା ସହିତ ପ୍ରଶାସନିକ, ବ୍ୟବସ୍ଥା କୁ ଅଧିକ ମଜଭୂତ କରି ଜନସାଧାରଣ ଙ୍କ ବିଭିନ୍ନ ଅଭିଯୋଗ ର ଶୀଘ୍ର ସମାଧାନ କରିବାରେ ଏହା ସହାୟକ ହେବ l ଶ୍ରୀ ମୋତିରାମ ଵର୍ତମାନ ବାଲେଶ୍ଵର ର sub collector ଭାବରେ କାର୍ଯ୍ୟରତ ଅଛନ୍ତି l


Leave a Reply

Your email address will not be published. Required fields are marked *

error: Content is protected !!