ସୋହେଲା ବ୍ଲକସ୍ତରୀୟ ବିଜ୍ଞାନ ମେଳା ଶିଳ୍ପୀ ପ୍ରଥମ

0

ସୋହେଲା, 9/12-( ସଂସ୍କୃତି ମିଡ଼ିଆ ବ୍ୟୁରୋ ) – ବରଗଡ଼ ଜିଲ୍ଲା ସୋହେଲା ବ୍ଲକସ୍ତରୀୟ ବାଳବୈଜ୍ଞାନିକ ଏବଂ ଶିକ୍ଷଣସାମଗ୍ରୀ ପ୍ରଦର୍ଶନୀ 2023 ରେ କନଗାଁ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ଶିଳ୍ପୀ ମେହେର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି l ବ୍ଲକସ୍ତରୀୟ ବାଳବୈଜ୍ଞାନିକ ଏବଂ ଶିକ୍ଷଣସାମଗ୍ରୀ ପ୍ରଦର୍ଶନୀ 2023 ରେ ଆୟୋଜିତ ପରିବେଶ ପାଇଁ ଜୀବନ ଶୈଳୀ ( ବୈଦ୍ୟୁତିକ ମଶାମରା ଯନ୍ତ୍ର ) ପ୍ରକଳ୍ପ ପ୍ରଦର୍ଶନ କରି ଶିଳ୍ପୀ ମେହେର ପ୍ରଥମ ପୁରସ୍କାର ବିଜେତା ପାଇପାରିଛନ୍ତି l 


Leave a Reply

Your email address will not be published. Required fields are marked *

error: Content is protected !!