ଠିକାଦାରଙ୍କ ଦାୟିତ୍ୱହୀନତା ଗଲା ଶ୍ରମିକଙ୍କ ଜୀବନ// ପୁରୁଣା ଲେବଲ କ୍ରସିଂ କେବିନ୍କୁ ଭାଙ୍ଗିବାବେଳେ ଢଳି ପଡିଲା ଘର ୧ ମୃତ ୩ ଗୁରୁତର ଗୋଡ଼ଭଗା ପୁରୁଣା l
ସରଣ୍ଡା,3/3(ସଂସ୍କୃତି ମିଡ଼ିଆ )-ସମ୍ବଲପୁର ଜିଲ୍ଲା ଗୋଡ଼ଭଗା ରେଳଷ୍ଟେସନ୍ ନିକଟସ୍ଥ ଏକ ପୁରୁଣା ଲେବଲ କ୍ରସିଂ କେବିନ୍କୁ ଭାଙ୍ଗିବା ବେଳେ ରବିବାର...
