Deprecated: Optional parameter $options declared before required parameter $messages is implicitly treated as a required parameter in /home/sanskrit/public_html/wp-content/plugins/wp-registration/inc/classes/class.settings.php on line 121

Deprecated: Optional parameter $value declared before required parameter $field_index is implicitly treated as a required parameter in /home/sanskrit/public_html/wp-content/plugins/wp-registration/inc/classes/class.field.php on line 279
ସିମାନ୍ତବର୍ତ୍ତୀ ଅଂଚଳରେ ପୋଲିସର ଯାଂଚ ବେଲେ ଧରା ପଡିଲା ଏକ ଲକ୍ଷ ଟଙ୍କା – Sanskriti Media
Deprecated: strpos(): Passing null to parameter #1 ($haystack) of type string is deprecated in /home/sanskrit/public_html/wp-content/plugins/latest-posts-block-lite/src/fonts.php on line 50

Deprecated: strpos(): Passing null to parameter #1 ($haystack) of type string is deprecated in /home/sanskrit/public_html/wp-content/plugins/magic-content-box-lite/src/fonts.php on line 50

ସିମାନ୍ତବର୍ତ୍ତୀ ଅଂଚଳରେ ପୋଲିସର ଯାଂଚ ବେଲେ ଧରା ପଡିଲା ଏକ ଲକ୍ଷ ଟଙ୍କା

0

ପଦ୍ମପୁର,13/04(ସଂସ୍କୃତି ମିଡ଼ିଆ )-ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ରାଜ୍ୟ ସିମାନ୍ତ ତଥା ଜିଲ୍ଲା ସିମାନ୍ତ ଅଂଚଳରେ ଯାଂଚ ଚାଲିଛି । ପଦ୍ମପୁର ଉପଖଣ୍ଡ ଜଗଦଲପୁର ପୋଲିସ ପକ୍ଷରୁ ଓଡିଶା ଛତିଶଗଡ ସିମାନ୍ତ ଧଉରାଭଟା ଠାରେ ଜଗଦଲପୁର ଥାନା ଅଧିକାରୀ କୈଳାସ ଚନ୍ଦ୍ର ପ୍ରଧାନ ଏବଂ ତାଙ୍କ ସହକର୍ମୀ ମାନେ ଯାନବାହନ ଯାଂଚ ସମୟରେ ଏକ ଚାରି ଚକିଆ ଯାନ (OD26B3111) ଯାଂଚ କରିଥିଲେ ଏବଂ ଗାଡି ମାଲିକ ଚିନିଲାଲା ସାହୁଙ୍କ ପ୍ୟାଣ୍ଟ ପକେଟରୁ ନଗଦ ଏକ ଲକ୍ଷ ଟଙ୍କା ପାଇଥିଲେ । ଏହି ଟଙ୍କା ବିଷୟରେ ସଠିକ ତଥ୍ୟ ପ୍ରଦାନ କରି ନ ପାରିବାରୁ ଟଙ୍କା ଜବତ କରାଯାଇଥିବା ଥାନା ଅଧିକାରୀ ପ୍ରଧାନ ସୂଚନା ଦେଇଛନ୍ତି ।

(ବିଦ୍ୟାଧର ସାହୁ ଙ୍କ ରିପୋର୍ଟ)


Leave a Reply

Your email address will not be published. Required fields are marked *

error: Content is protected !!