ଭୋଇପାଲିରେ ଯାଦବ ସମାଜ ପକ୍ଷରୁ ଭୂମିପୂଜନ ସହ ଶିଳାନ୍ୟାସ ସମାରୋହ

filter: 0; fileterIntensity: 0.0; filterMask: 0; brp_mask:0; brp_del_th:null; brp_del_sen:null; delta:null; module: photo;hw-remosaic: false;touch: (-1.0, -1.0);sceneMode: 8;cct_value: 0;AI_Scene: (-1, -1);aec_lux: 0.0;aec_lux_index: 0;albedo: ;confidence: ;motionLevel: -1;weatherinfo: null;temperature: 40;
ଅତାବିରା, 9/11(ସଂସ୍କୃତି ମିଡ଼ିଆ )- ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ଭୋଇପାଲିର ପ୍ରସ୍ଥlବିତ ରାଧାକୃଷ୍ଣ ମନ୍ଦିର ଏବଂ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଶନିବାର ଯାଦବ ସମାଜ ପକ୍ଷରୁ ଭୂମିପୂଜନ ସହ ଶିଳାନ୍ୟାସ ସମାରୋହ ଅନୁଷ୍ଠିତ ହୋଇଯାଇଛି l ଭୋଇପାଲି ଗୌନ୍ତିଆ ଜଟାଧାରୀ ଭୋଇଙ୍କ ଅଧ୍ୟକ୍ଷତାରେ ତଥା ହରିବୋଲ ଅଦାବରଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ଯାଦବ ସମାଜର ବରଗଡ଼ ଜିଲା ସଭାପତି ରାଜୁ ଘିବେଲା, ବରପାଲି ବ୍ଲକ ଯାଦବ ସମାଜ ସଭାପତି ମନଫୁଲ ଭୋଇ, ବରଗଡ଼ ପୌରାଧ୍ୟକ୍ଷା ତଥା ସମାଜର ବରଗଡ଼ ପୌରାଞ୍ଚଳ ସଭାନେତ୍ରୀ କଳ୍ପନା ମାଝୀ, ଭେଡେନ ବ୍ଲକ ସଭାପତି ନରେନ୍ଦ୍ର ବାଗ, ଭେଡେନ ବ୍ଲକ ସମ୍ପାଦକ କ୍ଷୀରୋଦ୍ର ବାଗ, ଅତାବିରା ବ୍ଲକ ସଭାପତି ପୂର୍ଣ୍ଣଚନ୍ଦ୍ର ସଲମା, ମହିଳା ଯାଦବ ସମାଜ ସମ୍ପାଦିକା ଅରୁଣା ଘିବେଲା, ଅତାବିରା ସମ୍ପାଦକ ସୌରଭ ବାଗ, ଜିଲା ଯୁବ ସଭାପତି ପ୍ରଦୀପ ଥପା, ଭୋଇପାଲିର ଅନ୍ୟତମ ଗୌନ୍ତିଆ ଚନ୍ଦ୍ରଶେଖର ଭୋଇ ସ୍ୱତନ୍ତ୍ର ଅତିଥିଭାବେ ଅତାବିରା ଜୋନ 2 ର ଜିଲ୍ଲା ପରିଷଦ ସଭ୍ୟ ରଣଜିତ ସାହୁ, ୧ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ସୁଦାମ ଜାଲ, ଲାରସରା ସରପଞ୍ଚ କୀର୍ତ୍ତନ ସେଠ ମଞ୍ଚାସିନ ହୋଇ ସମବେତ ଜନତାଙ୍କୁ ଉଦବୋଧନ ଦେଇଥିଲେ l
