କଲ୍ୟାଣ ମଣ୍ଡପ ସକାଶେ ଜମି ପ୍ରଦାନ ପାଇଁ ତହସିଲଦାରକୁ ଦାବୀପତ୍ର

ସରଣ୍ଡା, 17/16(ସଂସ୍କୃତି ମିଡ଼ିଆ )- ବରଗଡ ଜିଲା ଅତାବିରା ବ୍ଲକ ଅଂଚଳରେ ବସବାସ କରୁଥିବା ବାରିକ ସମାଜର ଭାଇଉଉଣୀ ମାନକଂ ହିତ ଦୃଷ୍ଟିରୁ ବ୍ଲକ ଅଂଚଳରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ସକାଶେ ଜମି ପ୍ରଦାନ ପାଇଁ ତହସିଲଦାର କେ ରିଚି କୁମାରଙ୍କୁ ବ୍ଲକ ବାରିକ ସମାଜ ପକ୍ଷରୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି | ଦାବୀପତ୍ର ଦେବା ସମୟରେ ବ୍ଲକ ବାରିକ ସମାଜର ସଭାପତି ହାରାଧନ ବାରିକ,କାର୍ଯ୍ୟକାରୀ ସଭାପତି ରଘୁନାଥ ବାରିକ,ସମ୍ପାଦକ କାର୍ତ୍ତିକ ପଶାୟତ,ଦେବାର୍ଚ୍ଚନ ବାରିକ,ଜୀବର୍ଦ୍ଦନ ପଶାୟତ,ଦେବାନନ୍ଦ ବେହେରା,ସରୋଜ ବାରିକ ପ୍ରମୁଖ ଉପସ୍ତିତ ଥିଲେ |