ଜିଲ୍ଲା

ସ୍ୱାଧୀନତା ସଂଗ୍ରାମୀ ପଣ୍ଡିତ ଚତୁର୍ଭୁଜ ଶର୍ମାଙ୍କ ବରଗଡ଼ରେ ପ୍ରତିମୂର୍ତ୍ତି ଅନାବରଣ ଉତ୍ସବରେ ପଶ୍ଚିମ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ବଳିଦାନ ବାବଦରେ ଲେଖା ଲେଖି ଲୋକ ଲୋଚନକୁ ଆଣିଥିବାରୁ ଅତାବିରାର ରାଜେଶ ଅଗ୍ରୱାଲଙ୍କୁ ସମ୍ବର୍ଦ୍ଧନା କରାଗଲା ! ଫଟୋରେ ପୂର୍ବତନ ସାଂସଦ ପ୍ରଶନ୍ନ ଆଚାର୍ଯ୍ୟ, ପୂର୍ବତନ ସାଂସଦ ପ୍ରଭାସ ସିଂ,ବିଧାୟକ ଦେବେଶ ଆଚାର୍ଯ୍ୟ, ପୌରାଧ୍ୟକ୍ଷା କଳ୍ପନା ମାଝୀ, ସୁରେଶ୍ୱର ଶତପଥୀ ଓ ଅନ୍ୟମାନେ ଉପସ୍ଥିତ ଅଛନ୍ତି l

error: Content is protected !!