ବିଧାନସଭା ପାଇଁ ୨ୟ, ଲୋକସଭା ଲାଗି ୩ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲେ ବିଜେଡି ସୁପ୍ରିମୋ

ଭୁବନେଶ୍ୱର,3/4(ସଂସ୍କୃତି ମିଡ଼ିଆ )- ସାଧାରଣ ନିର୍ବାଚନ ଯେତିକି ପାଖେଇ ପାଖେଇ ଆସୁଛି, ରାଜନୈତିକ ତତ୍ପରତା ସେତିକି ତୀବ୍ର ହେବାରେ ଲାଗିଛି l ବିଜୁ ଜନତା ଦଳ ଅର୍ଥାତ ବିଜେଡ଼ି ତାର ଓଡିଶା ବିଧାନସଭା ପାଇଁ ଦ୍ୱିତୀୟ ଓ ଲୋକସଭା ଆସନ ଲାଗି ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି l ଦଳର ସଭାପତି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ସନ୍ଧ୍ୟାରେ ଏହି ତାଲିକା ଘୋଷଣା କରିଛନ୍ତି l ବିଜେଡି ଦ୍ୱାରା ବିଧାନସଭା ନିର୍ବାଚନ ନିମନ୍ତେ ଘୋଷିତ ପ୍ରାର୍ଥୀ ତାଲିକା:
୧. ବ୍ରଜରାଜନଗର – ଅଳକା ମହାନ୍ତି
୨. ଝାରସୁଗୁଡ଼ା – ଦୀପାଳି ଦାସ
୩. ତଳସରା – ବିନୟ କୁମାର ଟପ୍ପୋ
୪. ସୁନ୍ଦରଗଡ଼ – ଯୋଗେଶ ସିଂହ
୫. ରାଜଗାଙ୍ଗପୁର – ଅନୀଲ ବାର୍ଲା
୬. ବଣାଇ – ଭୀମସେନ ଚୌଧୁରୀ
୭. ଯଶୀପୁର – ଚକ୍ରଧର ହେମ୍ବ୍ରମ୍
୮. ଉଦଳା – ଶ୍ରୀନାଥ ସୋରେନ୍
୯. ବାରିପଦା – ସାନନ୍ଦ ମାରାଣ୍ଡି
୧୦. ବଡ଼ସାହି – ଅନସୂୟା ପାତ୍ର
୧୧. ମୋରଡ଼ା – ପ୍ରୀତିନନ୍ଦା କାନୁନଗୋ
୧୨. ସୋର – ମାଧବ ଧଡା
୧୩. ଆଠ ମଲିକ – ନଳିନୀ କାନ୍ତ ପ୍ରଧାନ
୧୪. ବୀରମହାରାଜପୁର – ପଦ୍ମନାଭ ବେହେରା
୧୫. ଖଡ଼ିଆଳ – ଅଧିରାଜ ପାଣିଗ୍ରାହୀ
୧୬. ଫୁଲବାଣୀ – ଜୟଶ୍ରୀ କହଁର
୧୭. ମାହାଙ୍ଗା – ଅଙ୍କିତ ପ୍ରତାପ ଜେନା
୧୮. ତିର୍ତ୍ତୋଲ – ରମାକାନ୍ତ ଭୋଇ
୧୯. ଜଗତସିଂହପୁର – ପ୍ରଶାନ୍ତ କୁମାର ମୁଦୁଲି
୨୦. ଭୁବନେଶ୍ୱର ଉତ୍ତର – ସୁଶାନ୍ତ କୁମାର ରାଉତ
୨୧. ଏକାମ୍ର – ଅଶୋକ ଚନ୍ଦ୍ର ପଣ୍ଡା
୨୨. ଖଲ୍ଲିକୋଟ – ସୂର୍ଯ୍ୟମଣି ବୈଦ୍ୟ
୨୩. ଆସିକା – ମଞ୍ଜୁଳା ସ୍ୱାଇଁ
୨୪. ବ୍ରହ୍ମପୁର – ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ
୨୫. ପାରଳାଖେମୁଣ୍ଡି – ରୂପେଶ ପାଣିଗ୍ରାହୀ
୨୬. ମୋହନା – ଅନ୍ତର୍ଯ୍ୟାମୀ ଗମାଙ୍ଗୋ
୨୭. ପଟାଙ୍ଗୀ – ପ୍ରଫୁଲ୍ଲ ପାଙ୍ଗୀ
ସେହିପରି ଲୋକସଭା ପାଇଁ ବିଜେଡ଼ି ତାର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି l ଦଳର ସଭାପତି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ସନ୍ଧ୍ୟାରେ ଏହି ତାଲିକା ଘୋଷଣା କରିଛନ୍ତି l ବିଜେଡି ଦ୍ୱାରା ଲୋକସଭା ନିର୍ବାଚନ ନିମନ୍ତେ ଘୋଷିତ ପ୍ରାର୍ଥୀ ତାଲିକା:
୧. ବଲାଙ୍ଗିର- ସୁରେନ୍ଦ୍ର ସିଂ ଭୋଇ
୨. ଭଦ୍ରକ- ମଞ୍ଜୁଲତା ମଣ୍ଡଳ
୩. ବରଗଡ଼- ପରିଣୀତା ମିଶ୍ର
୪. ବ୍ରହ୍ମପୁର- ଭୃଗୁ ବକ୍ସିପାତ୍ର
୫. କେନ୍ଦୁଝର – ଧନୁର୍ଜୟ ସିଦ୍ଧୁ