ଭାଜପାରେ ଯୋଗ ଦେଇ ଅତାବିରା ଫେରିବା ପାରେ ନିହାରଙ୍କୁ ବିପୁଳ ସ୍ୱାଗତ // ଗୋଡଭଗାରୁ ସୁକୁଟାପାଲି ଛକ ପର୍ଯ୍ୟନ୍ତ ବିଜେପିର ବିରାଟ ମୋଟରସାଇକେଲ ରାଲି, ଶାସକ ଶିବିର ଛାନିଆ
ସରଣ୍ଡା,26/2(ସଂସ୍କୃତି ମିଡ଼ିଆ)- ବରଗଡ଼ ଜିଲା ଅତାବିରା ନିର୍ବାଚନ ମଣ୍ଡଳୀର ପୂର୍ବତନ କଂଗ୍ରେସ ବିଧାୟକ ନିହାର ମହାନନ୍ଦ ରବିବାର ଭୁବନେଶ୍ୱର ରେ...
