ବରଗଡ଼ କ୍ରୀଷ୍ଣା ବିକାଶ ଗ୍ରୁପ୍ ଅଫ୍ ଇନ୍ଷ୍ଟିଚ୍ୟୁସନ୍ସରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ, ପଦ୍ମଶ୍ରୀ ଭାଗବତ ପ୍ରଧାନ କଲେ ଜାତୀୟ ପତାକା ଉତ୍ତୋଳନ
ବରଗଡ଼,୨୬/୦୧(ସଂସ୍କୃତି ମିଡ଼ିଆ )-ବରାହଗୁଡ଼ାସ୍ଥିତ କ୍ରୀଷ୍ଣା ବିକାଶ ଶିକ୍ଷାନୁଷ୍ଠାନ ସମୂହରେ ୭୫ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ମୁଖ୍ୟ...
